ଭୁବନେଶ୍ବରରେ ଟ୍ରାଫିକ ପୋଷ୍ଟକୁ ଧକ୍କା ଦେଲା କାର୍

ଭୁବନେଶ୍ୱର: ଭୁବନେଶ୍ବର ଡମଣା ଛକରେ ଟ୍ରାଫିକ ପୋଷ୍ଟକୁ ଧକ୍କା ଦେଲା କାର୍ । ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଚନ୍ଦ୍ରଶେଖରପୁର ଥାନା ପୋଲିସ୍ ତଦନ୍ତ ଆରମ୍ଭ କରିଛି। କାଲି ରାତିରେ ମଦ ପିଇ ଡ୍ରାଇଭର ଧକ୍କା ଦେଇଥିବା ସୂଚନା।