କୁହୁଡ଼ି ପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗର ପରାମର୍ଶ

Dec 9, 2024 - 22:10
 6

ଭୁବନେଶ୍ୱର: ଓଡ଼ିଶାରେ କୋହଲା ପାଗ ଜାରି ରହିଛି। ପଶ୍ଚିମାଝଡ ପ୍ରଭାବରୁ ରାଜ୍ୟରେ କୋହଲା ପାଗ ଦେଖା ଦେଇଛି। ଉତ୍ତର-ଦକ୍ଷିଣ ଉପକୂଳ ଓଡ଼ିଶାରେ କୋହଲା ପାଗ ସାଙ୍ଗକୁ ବର୍ଷା ସମ୍ଭାବନା ରହିଛି। କାଲିଠୁ କମିବ ରାତିର ତାପମାତ୍ରା। କୁହୁଡ଼ି ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।