ଓଡ଼ିଶାରେ କମିବ ତାତି
ଭୁବନେଶ୍ୱର: ଆଗକୁ କାଳବୈଶାଖୀ ପ୍ରଭାବରେ କମିବ ତାତି। ରାଜ୍ୟରେ ୪ ରୁ ୫ ଡିଗ୍ରୀ ଖସିପାରେ ପାରଦ। ଗୁରୁଚାପ ବଳୟ ସାଙ୍ଗକୁ ଟ୍ରାପ ଲାଇନ ପ୍ରଭାବରେ ଆସନ୍ତା ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।