ଓଡ଼ିଶାରୁ ଫେରିଯିବ ମୌସୁମୀ

Oct 5, 2023 - 12:44
 16
ଓଡ଼ିଶାରୁ ଫେରିଯିବ ମୌସୁମୀ

ଭୁବନେଶ୍ୱର: ଓଡ଼ିଶାରୁ ବିଦାୟ ନେବ ମୌସୁମୀ। ଅକ୍ଟୋବର ୯ ତାରିଖ ପରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ। ତେବେ ଆଗକୁ ରାଜ୍ୟରେ ବଡ଼ ବର୍ଷା ନଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଚଳିତ ବର୍ଷ ୯ ଦିନ ବିଳମ୍ବରେ ଓଡ଼ିଶା ଛୁଇଁଥିଲା ମୌସୁମୀ ବାୟୁ। ଜୁନ୍ ୨୨ ତାରିଖରେ ଓଡ଼ିଶା ଆସିଥିଲା ମୌସୁମୀ।