CBSE ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଆରମ୍ଭ ହେଲା CBSE ପରିଚାଳିତ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା। ମାର୍ଚ୍ଚ ୧୮ ଯାଏଁ ଦଶମ ଓ ଏପ୍ରିଲ ୪ ଯାଏଁ ଚାଲିବ ଦ୍ବାଦଶ ଶ୍ରେଣୀ ପରୀକ୍ଷା। ଦିନ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହୋଇ ସାଢେ ୧ଟା ପର୍ଯ୍ୟନ୍ତ ଚାଲିବ ଦେଶର ୭୮୪୨ଟି କେନ୍ଦ୍ରରେ ୨୪ ଲକ୍ଷ ୧୨ ହଜାର ୭୨ ଜଣ ପିଲା ପରୀକ୍ଷା ଦେବେ।