ମାର୍ଚ୍ଚ ୯ ଓ ୧୦ ରେ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା

Mar 6, 2025 - 20:56
 14

ଭୁବନେଶ୍ୱର: ମାର୍ଚ୍ଚ ୮ ତାରିଖରେ ଓଡ଼ିଶାରେ ବଢ଼ିବ ପାରଦ। ବଙ୍ଗୋପସାଗରରୁ ପ୍ରବାହିତ ହେବ ଉଷ୍ମ ଜଳିଅବାଷ୍ପ। ପ୍ରଭାବରେ ୮,୯ ଓ ୧୦ ତାରିଖରେ ବଢ଼ିବ ପାରଦ। ଆସନ୍ତା ୧୧ ତାରିଖରୁ ଅଧିକ ଗରମ ଅନୁଭୂତ ହେବ। ଗରମ ସହ ଉପକୂଳରେ କାଳବୈଶାଖୀ ସମ୍ଭାବନା ରହିଛି। ମାର୍ଚ୍ଚ ୯ ଓ ୧୦ ତାରିଖ ବେଳକୁ ଉପକୂଳରେ ବର୍ଷା ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାରେ ମଧ୍ଯ ବର୍ଷା ଆଶଙ୍କା ରହିଛି। ଏହି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି।