ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ମିଧିଲି

Nov 17, 2023 - 14:22
 11

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ମିଧିଲି। ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବନାହିଁ। ଉତ୍ତର ପୂର୍ବ ଦିଗକୁ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି। ଉତ୍ତର - ଉତ୍ତରପୂର୍ବ ଦିଗକୁ ଗତିକରି ବାଂଲାଦେଶ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ବିଳମ୍ବିତ ରାତିରେ କିମ୍ବା ଭୋର୍ ସୁଦ୍ଧା ଖେପୁପରା ଉପକୂଳ ଛୁଇଁବ।