ଆଜିଠୁ କମିବ ଶୀତ

Dec 22, 2023 - 16:42
 4

ଭୁବନେଶ୍ୱର: ଆଜିଠୁ ଓଡ଼ିଶାରେ କମିବ ଶୀତ। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ସପ୍ତାହେ ଧରି ଲାଗିରହିଥିବା ଅସହ୍ୟ ଶୀତ ରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ଆସନ୍ତାକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯିବା ନେଇ ଚେତାବନୀ ଜାରି କରାଯାଇଛି। ତେବେ ଡିସେମ୍ବର ୨୬ ତାରିଖ ପରେ ପୁଣି ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି।