ଓଡ଼ିଶା ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଅପିଲ୍
ଭୁବନେଶ୍ୱର: କୋଭିଡ୍ ଲକ୍ଷଣ ଦେଖାଦେଲେ ପରୀକ୍ଷା କରିବାକୁ ଜନସାଧାରଣଙ୍କୁ ଅପିଲ୍ କଲେ ଓଡ଼ିଶା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। ମହାପାତ୍ର କହିଛନ୍ତି ଯେ ଆବଶ୍ୟକ ପଡ଼ିଲେ ରାଜ୍ୟରେ କୋଭିଡ୍ ପରୀକ୍ଷା କେନ୍ଦ୍ର ବଢାଯିବ। ମାସ୍କ ବାଧ୍ୟତାମୂକ କରିବା ପାଇଁ ଗାଇଡଲାଇନ ଆସିନାହିଁ। ଏପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍ ଚିହ୍ନଟ ହୋଇନାହିଁ। ସତର୍କ ରହିବା ଆବଶ୍ୟକ।