ଆଜିଠୁ ୩ ଦିନ ପାଇଁ ପ୍ରଭାବିତ ହେବ ମୋ ବସ’ ସେବା

Nov 29, 2024 - 13:01
 2
ଆଜିଠୁ ୩ ଦିନ ପାଇଁ ପ୍ରଭାବିତ ହେବ ମୋ ବସ’ ସେବା

ଭୁବନେଶ୍ୱର: ଆଜିଠୁ ୩ ଦିନ ପାଇଁ ପ୍ରଭାବିତ ହେବ ମୋ ବସ’ ସେବା। ରୁଟ୍ ନମ୍ବର ୯, ୧୦, ୧୧, ୧୨, AE୧, AE୨, ୧୩ ବାଧାପ୍ତାପ୍ତ ହେବ ମୋ ବସ୍ ସେବା। ସେହିପରି ୧୭, ୨୦, ୨୧, ୨୨A, ୨୩, ୨୫, ୨୬, ୨୭, ୨୮, ୩୦, ୩୧, ୩୨, ୩୬, ୩୭, ୩୮, ୩୯, ୪୦ ପ୍ରଭାବିତ ହେବ ବସ୍ ସେବା। ରୁଟ୍ ନମ୍ବର ୪୪, ୪୬,୪୭, ୬୪ ଏବଂ ୬୬ରେ ମୋ ବସ ଚଳାଚଳ ପ୍ରଭାବିତ ହେବ।