ଫେବ୍ରୁଆରି ୧୮ରୁ +୨ ପରୀକ୍ଷା ଆରମ୍ଭ

Nov 20, 2024 - 22:24
 4

ଭୁବନେଶ୍ୱର: ଫେବ୍ରୁଆରି ୧୮ ତାରିଖରୁ +୨ ପରୀକ୍ଷା ଆରମ୍ଭ ହେବ। ୧୮ରୁ ବିଜ୍ଞାନ ଏବଂ ୧୯ରୁ କଳା ଓ ବାଣିଜ୍ୟ ପରୀକ୍ଷା ହେବ। ମାର୍ଚ ୨୭ ଯାଏ ଚାଲିବ ପରୀକ୍ଷା। ଜାନୁଆରି ୨ରୁ ୧୨ ତାରିଖ ପ୍ରାକ୍ଟିକାଲ ପରୀକ୍ଷା ହେବ। ଦିନ ୧୦ଟାରୁ ୧ଟା ଯାଏ ୩ ଘଣ୍ଟିଆ ଥିଓରି ପରୀକ୍ଷା ।