ଓଡ଼ିଶାରେ ଏପ୍ରିଲ ୨୫ରୁ ଖରା ଛୁଟି

Apr 21, 2024 - 18:30
 15

ଭୁବନେଶ୍ୱର: ଏପ୍ରିଲ ୨୫ରୁ ସ୍କୁଲରେ ଖରା ଛୁଟି ଘୋଷଣା କଲେ ଓଡ଼ିଶା ସରକାର। ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଏପ୍ରିଲ ୨୨ ରୁ ୨୪ ପର୍ଯ୍ୟନ୍ତ ହେବ ସକାଳୁଆ ସ୍କୁଲ୍। ସକାଳ ୬:୩୦ ରୁ ୧୦:୩୦ ଯାଏଁ ହେବ ପାଠପଢ଼ା।