'ଶିମିଳିପାଳରେ ନିଆଁ ମନୁଷ୍ୟକୃତ'

Apr 21, 2024 - 22:51
 5

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଅଭୟାରଣ୍ୟର ୪୩ଟି ସ୍ଥାନରେ ନିଆଁ ଲାଗିଛି। ଉତ୍ତରର ୧୮ଟି ଓ ଦକ୍ଷିଣର ୨୫ଟି ପଏଣ୍ଟରେ ଲାଗିଛି ନିଆଁ ଲାଗିଥିବା ସୂଚନା। ଲାଗିଥିବା ନିଆଁ ମନୁଷ୍ୟକୃତ ବୋଲି କହିଲେ ଶିମିଳିପାଳ ଉପନିର୍ଦ୍ଦେଶକ। ନିଆଁକୁ ଆୟତ୍ତ ପାଇଁ ୨୫ ଜଣିଆ ଓଡ୍ରାଫ ଓ ଅଗ୍ନିଶମ ଟିମ୍‌ ମୁତୟନ ହୋଇଛନ୍ତି।