ଓଡ଼ିଶାର ସରକାରୀ ସ୍କୁଲ୍‌ ହେବ ଗେରୁଆ

Mar 5, 2025 - 23:33
 13
ଓଡ଼ିଶାର ସରକାରୀ ସ୍କୁଲ୍‌ ହେବ ଗେରୁଆ

ଭୁବନେଶ୍ୱର: ଓଡ଼ିଶାର ସମସ୍ତ ସରକାରୀ, ପିଏମ୍‌ ଶ୍ରୀ ସ୍କୁଲ୍‌ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ରହିଛି। ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲା ଓସେପା। ସ୍କୁଲ୍‌ ନିର୍ମାଣ ଓ ମରାମତି ବେଳେ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅରେଞ୍ଜ ଟ୍ୟାନ-ଏନ୍‌ (ଗେରୁଆ) କରିବାକୁ ଜାରି ହେଲା ନିର୍ଦ୍ଦେଶ।