ଭାରତରେ ୨ ହ୍ୟୁମାନ ମେଟାନ୍ୟୁମୋ ଭାଇରସ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ଵର: ଭାରତରେ ଦୁଇ HMPV ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବେଙ୍ଗାଲୁରୁରେ ୨ଜଣ HMPV ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା। ୨ ହ୍ୟୁମାନ ମେଟାନ୍ୟୁମୋ ଭାଇରସ ବା HMPV ପଜିଟିଭ ଶିଶୁ ୩ ଓ ୮ ମାସର। ଚୀନରେ ହୁ ହୁ ହୋଇ ବ୍ୟାପୁଛି ଏହି ଭୂତାଣୁ।