ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ଆନ୍ଦୋଳନ

Jan 6, 2025 - 23:14
 2
ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ଆନ୍ଦୋଳନ

ଭୁବନେଶ୍ଵର: ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ବିଶାଳ ବିକ୍ଷୋଭ ସମାବେଶ ‌ଅୟୋଜନ କରିଛି। ଆନ୍ଦୋଳନରେ ସାମିଲ ହେଲେ ଦଳର ବରିଷ୍ଠ ନେତା ଓ ହଜାର ହଜାର କର୍ମୀ। ବିଜେପି ସରକାର ଦରଦାମ ନିୟନ୍ତ୍ରଣର ବିଫଳ ଅଭିଯୋଗ କରିଛନ୍ତି ଦଳର କର୍ମକର୍ତ୍ତା।