ଭାରତରେ ପ୍ରଥମ HMPV ର ପ୍ରଥମ ମାମଲା ଚିହ୍ନଟ

Jan 6, 2025 - 23:11
 5

ଭୁବନେଶ୍ୱର: ଭାରତରେ ପ୍ରଥମ HMPV ର ପ୍ରଥମ ମାମଲା ଚିହ୍ନଟ ହୋଇଛି। ବେଙ୍ଗାଲୁରୁ ରୁ ଚିହ୍ନଟ ହେଲା HMPV ଭୁତାଣୁ। ୮ ମାସର ଶିଶୁ ଦେହରେ ଏହି ନୂଆ ଭୁତାଣୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏବେ ଚାଇନାରେ କାୟା ବିସ୍ତାର କରିଛି ନୁଆ ଭୁତାଣୁ।