ଘର ଭାଙ୍ଗିଲେ ହାତୀପଲ

Feb 8, 2024 - 10:26
 9

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଗୁହାଳଚଟୁଆଁ ଗାଁରେ ଘର ଭାଙ୍ଗିଲେ ହାତୀପଲ। ଅଳ୍ପକେ ବର୍ତ୍ତିଲେ ଘରେ ଥିବା ପରିବାର ଲୋକେ। ଦୁଇ ଦିନ ହେବ ଗାଁରେ ଉତ୍ପାତ କରୁଛନ୍ତି ୧୮ ଟିକିଆ ହାତୀପଲ।