ନଭେମ୍ବର ୧୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

Nov 9, 2024 - 21:09
 35

ଭୁବନେଶ୍ୱର: ନଭେମ୍ବର ୧୫ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିର୍ସା ମୁଣ୍ଡାଙ୍କ ଜନ୍ମତିଥି ଅବସରରେ ଓଡ଼ିଶା ଆସି ଜନଜାତି ଗୌରବ ଦିବସକୁ ଉଦଘାଟନ କରିବେ। ଆସନ୍ତା ୧୫ରୁ ସାରାବର୍ଷ ଚାଲିବ କାର୍ଯ୍ୟକ୍ରମ। ବିର୍ସାମୁଣ୍ଡାଙ୍କ ଜନ୍ମତିଥିରେ ପାଳନ ହେବ ଆଦିବାସୀ ଗୌରବ ଦିବସ।