ଭୁବନେଶ୍ଵରରେ ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

Sep 13, 2024 - 20:23
 51

ଭୁବନେଶ୍ୱର: ଭୁବନେଶ୍ଵର ଲିଙ୍ଗରାଜ ଷ୍ଟେସନ ନିକଟରେ ଥିବା ଏକ ଇଲେକ୍ଟ୍ରିାଲ୍ ସବ୍ ଷ୍ଟେସନ୍ ନିକଟ ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ବେକରେ ରାଶି ଲଗା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ଏୟାରଫିଲ୍ଡ ପୋଲିସ୍। ଯୁବକଙ୍କୁ ହତ୍ୟା କରାଯାଇଛି କି ଆତ୍ମହତ୍ୟା ଜଣାପଡ଼ିନାହିଁ।