ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଜବତ

Sep 13, 2024 - 20:22
 6
ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ୨୪ କିଲୋ ସୁନା ଅଳଙ୍କାର ଜବତ ହୋଇଛି। ମୁମ୍ବାଇରୁ ଆସିଥିବା ଇଣ୍ଡିଗୋ ବିମାନରୁ ଜବତ ହୋଇଛି ସୁନା। ଏହି ଘଟଣାରେ ପଚରାଉଚରା ପାଇଁ ୧୭ ଜଣ ବ୍ୟବସାୟୀଙ୍କୁ ଅଟକ ରଖିଛି ସିଟି ଜି ଏସ ଟି ବିଭାଗ। ଉପଯୁକ୍ତ ବିଲ୍ ଦେଖାଇ ନପାରିବାରୁ ସୁନା ଜବତ କରାଯାଇଛି।