ଭୁବନେଶ୍ୱରରେ ଧରାପଡ଼ିଲା ନକଲି ପୋଲିସ
ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ପୋଲିସ ଦ୍ୱାରା ଜଣେ ନକଲି ପୋଲିସ ଅଧିକାରୀ ଗିରଫ ହୋଇଥିବା ସୂଚନା ମିଳିଛି। ତିନି ଜଣ ମହିଳାଙ୍କୁ ବିବାହ କରିଥିଲା ନକଲି ପୋଲିସ ଅଧିକାରୀ । ପୋଲିସ ଅଧିକାରୀ ପରିଚୟ ଦେଇ ବିବାହ କରିଥିଲା। ନକଲି ପୋଲିସ ସ୍ୱାମୀକୁ ଧରାଇ ଦେଲେ ତୃତୀୟ ପତ୍ନୀ। ଭଦ୍ରକ ଜିଲ୍ଲାରେ ନକଲି ପୋଲିସ ଅଧିକାରୀର ଘର।