ବଢ଼ିଲା କମର୍ସିଆଲ ଗ୍ୟାସ ଦର

Sep 1, 2024 - 15:44
 21
ବଢ଼ିଲା କମର୍ସିଆଲ ଗ୍ୟାସ ଦର

ଭୁବନେଶ୍ୱର: ବଢ଼ିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର। ୩୯ ଟଙ୍କା ବଢ଼ିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର। ଦିଲ୍ଲୀରେ ୧୯ କେଜି ଗ୍ୟାସ ସିଲିଣ୍ଡର ଦର ୧୬୯୧.୫୦କୁ ବୃଦ୍ଧି ପାଇଛି। ଗତମାସ ମଧ୍ୟ ବଢ଼ିଥିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର।