ଆନ୍ଦୋଳନରୁ ଓହରିଲା ଓଡ଼ିଶା ବସ୍‌ ମାଲିକ ସଂଘ

Oct 7, 2024 - 14:15
 5

ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଲେ ଓଡ଼ିଶା ବସ୍‌ ମାଲିକ ସଂଘ। ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ନିଷ୍ପତ୍ତି ନେଲା ସଂଘ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଜାରି ରହିବ ବସ୍‌ ସେବା। ଆଜିଠୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ସଂଘ। ଲକ୍ଷ୍ମୀ ବସ୍‌କୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଥିଲା।