ଏପ୍ରିଲ ୧ରୁ ଅସହ୍ୟ ତାତି

Mar 26, 2024 - 23:59
 4

ଭୁବନେଶ୍ୱର: ଏପ୍ରିଲ ୧ ତାରିଖରୁ ଓଡ଼ିଶାରେ ଅନୁଭୂତ ହେଵ ଅସହ୍ୟ ତାତି । ମାର୍ଚ୍ଚ ୨୯ ରୁ ସ୍ୟାଭାବିକ ଠାରୁ ୪-୫ ଡ଼ିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ତାପମାତ୍ରା। ପଶ୍ଚିମ ଓଡ଼ିଆରେ ୪୦ ଡ଼ିଗ୍ରୀ ଉପରେ ତାପମାତ୍ରା ରହିବା ସମ୍ଭାବନା। ମାର୍ଚ୍ଚ ୩୧ ତାରିଖରେ ରାଜ୍ୟର କିଛି ସ୍ଥାନରେ ପଶ୍ଚିମା ଝଡ଼ ପ୍ରଭାବରେ ହୋଇପାରେ ହାଲୁକା ବର୍ଷା।