ବାଣ ଫୁଟି ଯୁବକ ଗୁରୁତର

Mar 27, 2024 - 00:00
 47

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ନାହାକପଡ଼ାରେ ଦୋଳ ମେଲଣ ଶୋଭାଯାତ୍ରାରେ ଘଟିଛି ଅଘଟଣ। ହାତରେ ବାଣ ଫୁଟି ଯିବାରୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମେଳଣରେ ବାଣ ଫୁଟାଇଲା ବେଳେ ଘଟିଛି ଏହି ଘଟଣା। ଗୁରୁତର ଆହତ ହୋଇଛନ୍ତି ଯୁବକ ଅଜୟ ସେଠୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।