କଟକ ଛତ୍ରବଜାରରେ କମିଲା ଆଳୁ ଦର
କଟକ: କଟକ ଛତ୍ରବଜାରରେ କମିଲା ଆଳୁ ଦର। କିଲୋ ପିଛା ୫ ଟଙ୍କା ଖସିଲା ଦର। ଖୁଚୁରା ଦୋକାନରେ ଆଳୁ କେଜି ୩୫ ଟଙ୍କା ରହିଛି। ହୋଲସେଲ୍ ଦର ରହିଛି ୨୮ ଟଙ୍କା। ଉତ୍ତର ପ୍ରଦେଶରୁ ଛତ୍ରବଜାରକୁ ଆସିଛି ୩୫ ଟନ୍ ଆଳୁ।
fingerprint news b... Feb 21, 2025 112
fingerprint news b... Nov 20, 2024 96
fingerprint news b... Oct 5, 2024 100
fingerprint news b... Mar 13, 2025 87
fingerprint news b... Jan 10, 2025 91
Join our subscribers list to get the latest news, updates and special offers directly in your inbox
କଟକ: କଟକ ଛତ୍ରବଜାରରେ କମିଲା ଆଳୁ ଦର। କିଲୋ ପିଛା ୫ ଟଙ୍କା ଖସିଲା ଦର। ଖୁଚୁରା ଦୋକାନରେ ଆଳୁ କେଜି ୩୫ ଟଙ୍କା ରହିଛି। ହୋଲସେଲ୍ ଦର ରହିଛି ୨୮ ଟଙ୍କା। ଉତ୍ତର ପ୍ରଦେଶରୁ ଛତ୍ରବଜାରକୁ ଆସିଛି ୩୫ ଟନ୍ ଆଳୁ।
fingerprint news b... Oct 16, 2024 60
fingerprint news b... Jan 11, 2024 51