ଦେଶୀ ବନ୍ଧୁକ ସହ ଦୁଇ ଶିକାରୀ ଗିରଫ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛି ବାଲିଗୁଡ଼ା ବନ ବିଭାଗ। ଶିକାର ପାଇଁ ଗଲା ବେଳେ ପୁସଙ୍ଗିଆ ଜଙ୍ଗଲରେ ଧରାପଡ଼ିଲେ ଶିକାରୀ। ଶିକାରୀଙ୍କ ନିକଟରୁ ଦେଶୀ ବନ୍ଧୁକ, ୧୦ଟି ଗୁଳି ଓ ୧୨୦ ଗ୍ରାମ ବାରୁଦ ଜବତ କରାଯାଇଛି।
fingerprint news b... Feb 21, 2025 144
fingerprint news b... Nov 20, 2024 114
fingerprint news b... Oct 5, 2024 118
fingerprint news b... Mar 13, 2025 110
fingerprint news b... Jan 10, 2025 112
Join our subscribers list to get the latest news, updates and special offers directly in your inbox
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛି ବାଲିଗୁଡ଼ା ବନ ବିଭାଗ। ଶିକାର ପାଇଁ ଗଲା ବେଳେ ପୁସଙ୍ଗିଆ ଜଙ୍ଗଲରେ ଧରାପଡ଼ିଲେ ଶିକାରୀ। ଶିକାରୀଙ୍କ ନିକଟରୁ ଦେଶୀ ବନ୍ଧୁକ, ୧୦ଟି ଗୁଳି ଓ ୧୨୦ ଗ୍ରାମ ବାରୁଦ ଜବତ କରାଯାଇଛି।
fingerprint news b... Jan 23, 2024 75
fingerprint news b... Apr 27, 2024 72
fingerprint news b... May 20, 2024 57