ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ'
ଭୁବନେଶ୍ୱର ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ରୋଡ୍ ଶୋ’ କରାଯାଇଛି। ରୂପାଲି ଛକରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ଚାଲିଥିଲା ରୋଡ୍ ଶୋ'। ପାଣ୍ଡିଆନ୍ଙ୍କ ପ୍ରଶ୍ନର ଉତ୍ତର ଦେଲେ ନବୀନ। ସେ କହିଲେ ଯେ ଓଡ଼ିଶାବାସୀଙ୍କୁ ଭେଟିବାକୁ ମୁଁ ସବୁବେଳେ ଉତ୍ସାହିତ। ରାସ୍ତାର ଦୁଇ ପାର୍ଶ୍ବରେ ଅପେକ୍ଷା କରିଥିବା ଲୋକଙ୍କୁ ହାତ ଦେଖାଇଥିଲେ ନବୀନ।