ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଲେ ଅରବିନ୍ଦ ପାଢ଼ୀ

May 25, 2024 - 00:08
 11
ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଲେ ଅରବିନ୍ଦ ପାଢ଼ୀ

ଭୁବନେଶ୍ୱର: ବରିଷ୍ଠ ଆଇ ଏ ଏସ୍ ଅଧିକାରୀ ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବ। ୨୧ ଦିନ ଛୁଟିରେ ଅଛନ୍ତି ବୀର ବିକ୍ରମ ଯାଦବ। ବୀର ବିକ୍ରମଙ୍କ ଅନୁପସ୍ଥିତରେ ଅରବିନ୍ଦଙ୍କୁ ଦିଆଗଲା ଦାୟିତ୍ବ ।