ଲୋକସେବା ଭବନରୁ ନକଲି ଅଧିକାରୀ ଗିରଫ

Jan 13, 2025 - 20:14
 5

ଭୁବନେଶ୍ୱର: ଭୁବନେଶ୍ୱର ଲୋକସେବା ଭବନରୁ ଜଣେ ନକଲି ଅଧିକାରୀ ଗିରଫ ହୋଇଥିବା ଜଣାପଡ଼ିଛି। ନକଲି ପାସ ବନାଇ ଲୋକସେବା ଭବନରେ ପଶିଥିଲେ ଅଭିଯୁକ୍ତ ବ୍ୟାସଦେବ ରଣା। ଅଭିଯୁକ୍ତକୁ ଧରି ତଦନ୍ତ କରୁଛି କ୍ୟାପିଟାଲ ଥାନା ପୋଲିସ।

ନିଜକୁ ପଞ୍ଚାୟତି ରାଜ ବିଭାଗ ଅଧିକାରୀ ପରିଚୟ ଦେଇ ଲୋକସେବା ଭବନରେ ପ୍ରବେଶ କରିଥିଲେ।