ବୌଦ୍ଧ ବନଖଣ୍ଡରୁ ଚିତାବାଘ ଛାଲ ଜବତ

Jan 11, 2024 - 15:57
 8

ବୌଦ୍ଧ: ବୌଦ୍ଧ ବନଖଣ୍ଡରୁ ଚିତାବାଘ ଛାଲ ଜବତ ହୋଇଛି। କଣ୍ଟାମାଳ ଘଣ୍ଟାପଡ଼ା ସେକ୍ସନର ଫଟମୁଣ୍ଡା ଗାଁରୁ ବାଘ ଛାଲ ଜବତ କଲା ବଲାଙ୍ଗୀର ବନ ବିଭାଗ। ଏହି ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି।