ଟ୍ରକ୍- କାର୍ ଧକ୍କା, ୫ ମୃତ

May 15, 2024 - 22:04
 9

ବଡ଼ବିଲ: କେନ୍ଦୁଝର ଜିଲ୍ଲାରେ ଟ୍ରକ୍ ଓ କାର୍ ମଧ୍ୟରେ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥ ୫୨୦ ରିମୁଳି ବାଇପାସ୍ ରେ ଘଟିଛି ଦୁର୍ଘଟଣା। ଦୁଇ ଟ୍ରକ୍ ମଝିରେ ପଶିଯାଇଥିଲା କାର୍। କାର୍ ରେ ଥିବା ସମସ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା।