ସଙ୍କୀର୍ତ୍ତନ ଭୋଜି ଖାଇ ୪୬ ଅସୁସ୍ଥ

Apr 5, 2025 - 22:29
 22

ବାରିପଦା: ସଙ୍କୀର୍ତ୍ତନ ଭୋଜି ଖାଇ ଝାଡ଼ାବାନ୍ତିରେ ୪୬ ଜଣ ଆକ୍ରାନ୍ତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ସରସକଣା ବ୍ଲକ କାଶୀପାଳ ଗାଁରେ ଘଟିଛି ଏହି ଘଟଣା। ୧୩ ଜଣ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି। ଗୁରୁବାର ରାତିରେ ସଙ୍କୀର୍ତ୍ତନ ଭୋଜି ଖାଇଥିଲେ ଗ୍ରାମବାସୀ।