ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ଯବାନଙ୍କୁ ଟାଟୁ ମନା

Apr 10, 2024 - 17:37
 114
ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ଯବାନଙ୍କୁ ଟାଟୁ ମନା

ଭୁବନେଶ୍ବର: ଟାଟୁ କରିଥିବା ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ଯବାନଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଦେହରେ ଟାଟୁ ଥିଲେ ତୁରନ୍ତ ଲିଭାଇବାକୁ ଡିସିପି (ସିକ୍ୟୁରିଟି)ଙ୍କ ନିର୍ଦ୍ଦେଶ । ନିର୍ଦ୍ଦେଶ ଜାରି ହେବାର ୧୫ ଦିନରେ ଟାଟୁ ନଲିଭାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ଟାଟୁ କରିବା ଦ୍ୱାରା ଓଡ଼ିଶା ପୋଲିସ୍ ର ଗାରିମା କ୍ଷୁର୍ଣ୍ଣ ହେଉଥିବା ଦର୍ଶାଯାଇଛି।