କର୍ତ୍ତବ୍ୟ ପଥରେ ବିଶ୍ଵ ଦେଖିଲା ଭାରତର ଶକ୍ତି

Jan 26, 2025 - 22:53
 3
କର୍ତ୍ତବ୍ୟ ପଥରେ ବିଶ୍ଵ ଦେଖିଲା ଭାରତର ଶକ୍ତି

ନୂଆଦିଲ୍ଲୀ: ଆଜି ୭୬ ତମ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ଇଣ୍ଡୋନେସିଆ ରାଷ୍ଟ୍ରପତି । କର୍ତ୍ତବ୍ୟ ପଥରେ ଗଡ଼ିଲା ବିନାଶକାରୀ ଲଞ୍ଚର୍ 'ପିନାକ'। ଏହା ବ୍ୟତୀତ, ବ୍ରହ୍ମୋସ୍ ମିଜାଇଲ୍ ର ସୌର୍ଯ୍ୟ ପ୍ରଦର୍ଶନ ହୋଇଛି।