ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା

Sep 25, 2024 - 21:39
 3

ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସଦସ୍ୟତା ଅଭିଯାନ ବୈଠକରେ ଯୋଗ ଦେବେ ନଡ୍ଡା ଓ ରାଜ୍ୟ ପଦାଧିକାରୀଙ୍କ ସହ କରିବେ ଆଲୋଚନା। ସାଂସଦ ଓ ବିଧାୟକଙ୍କ ସହ କରିବେ ଆଲୋଚନା। ରାଜ୍ୟ କାର୍ଯ୍ୟାଳୟରେ ବସିବ ପଦାଧିକାରୀ ବୈଠକ।