ଆଜି ପୁରୀ ଜିଲ୍ଲାରେ ସ୍କୁଲ ଛୁଟି
ପୁରୀ: ଆଜି ପୁରୀ ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲା ପ୍ରଶାସନ। ଲଗାଣ ବର୍ଷା ପାଇଁ ସ୍କୁଲ ଛୁଟି କରାଯାଇଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ଲାଗି ରହିଛି ବର୍ଷା।
fingerprint news b... Feb 21, 2025 143
fingerprint news b... Nov 20, 2024 112
fingerprint news b... Oct 5, 2024 117
fingerprint news b... Mar 13, 2025 109
fingerprint news b... Jan 10, 2025 111
Join our subscribers list to get the latest news, updates and special offers directly in your inbox