ପୁରୀ ବେଳାଭୂମିରେ ପାଳନ ହେବ ନୌସେନା ଦିବସ

Aug 10, 2024 - 22:36
 9
ପୁରୀ ବେଳାଭୂମିରେ ପାଳନ ହେବ ନୌସେନା ଦିବସ

ପୁରୀ: ଚଳିତବର୍ଷ ଡିସେମ୍ବର ୪ ତାରିଖରେ ପୁରୀ ବେଳାଭୂମିରେ ପାଳନ ହେବ ନୌସେନା ଦିବସ। ଏହା ପୂର୍ବରୁ ଆଜି ବେଳାଭୂମିରେ ସମୀକ୍ଷା କରିଛନ୍ତି ନୌସେନା ମୁଖ୍ୟ ଅଡମିରାଲ ଦିନେଶ ତ୍ରିପାଠୀ। ପୁରୀ ବ୍ଲୁ ଫ୍ଲାଗ ଉପକୂଳରେ ଲାଗିଥିଲା ୫ଟି ଯୁଦ୍ଧ ଜାହାଜ। ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ଦିନେଶ ତ୍ରିପାଠୀ।