ବଢ଼ିଲା ସାଂସଦଙ୍କ ଦରମା

Mar 24, 2025 - 20:39
 131
ବଢ଼ିଲା ସାଂସଦଙ୍କ ଦରମା

ଭୁବନେଶ୍ୱର: ବଢ଼ିଲା ସାଂସଦଙ୍କ ଦରମା। ୨୪ ହଜାର ଟଙ୍କା ବଢ଼ିଲା ଦରମା। ୧ ଲକ୍ଷ ଟଙ୍କାରୁ ୧ ଲକ୍ଷ ୨୪ ହଜାର ଟଙ୍କା ହେଲା ଦରମା। ସାଂସଦଙ୍କ ଦୈନିକ ଭତ୍ତା ୨୦୦୦ ରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବତନ ସାଂସଦଙ୍କ ପେନସନ ୨୫ ହଜାରରୁ ୩୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବତନ ସାଂସଦଙ୍କୁ ମିଳିବ ଅତିରିକ୍ତ ୨୫୦୦ ଟଙ୍କା ପେନସନ। ୨୦୨୩ ଏପ୍ରିଲ ୧ ତାରିଖରୁ ପିଛିଲା ଭାବେ ଏହା ଲାଗୁ ହେବ।