ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ କାମ

Sep 22, 2024 - 21:27
 5

ପୁରୀ: ସରିଲା ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସର୍ଭେ କାମ। ଦୁଇ ଦିନରେ ସମ୍ପୂର୍ଣ ହେଲା ସର୍ବେକ୍ଷଣ କାର୍ଯ୍ୟ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ଯେ ୧୦ ଦିନରେ ଆସିବ ସର୍ଭେ ରିପୋର୍ଟ। ରିପୋର୍ଟ ଆସିବା ପରେ ନିଆଯିବ ପରବର୍ତ୍ତୀ ପଦକ୍ଷେପ।