ସାମ୍ଭାବ୍ୟ ବର୍ଷା ଓ ପବନ ପାଇଁ ଓଡ଼ିଶାର ୪ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ବତନ୍ତ୍ର ରିଲିଫ କମିଶନର
ଭୁବନେଶ୍ୱର: ସାମ୍ଭାବ୍ୟ ବର୍ଷା ଓ ପବନ ପାଇଁ ଓଡ଼ିଶାର ୪ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ଜିଲ୍ଲାରେ ହୋଇପାରେ ବର୍ଷା ଓ ପବନ। ବାଂଲାଦେଶ ମୁହଁ ହୋଇଛି ବାତ୍ୟା। ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ କହିଲେ ସ୍ଵତନ୍ତ୍ର ରିଲିଫ କମିଶନର।