ଏକ୍ରୋପଲିସ୍ ଗୋଠପାଟଣା ରେ ମହିଳା ମାନଙ୍କ ଦ୍ବାରା ବୃକ୍ଷ ରୋପଣ ଦିବସରେ ସଚେତନତା

Jul 10, 2023 - 20:59
Aug 24, 2023 - 14:40
 95
ଏକ୍ରୋପଲିସ୍ ଗୋଠପାଟଣା ରେ ମହିଳା ମାନଙ୍କ ଦ୍ବାରା ବୃକ୍ଷ ରୋପଣ ଦିବସରେ ସଚେତନତା

ଭୁବନେଶ୍ୱର: ଭୁବନେଶ୍ୱର ଏକ୍ରୋପଲିସ୍ ଗୋଠପାଟଣାରେ ମହିଳା ମାନଙ୍କ ଦ୍ବାରା ବୃକ୍ଷରୋପଣ ଦିବସରେ ସଚେତନତାର ବାର୍ତା ପ୍ରଦାନ କରିଛନ୍ତି। ଏକ୍ରୋପଲିସ୍ ଆପାର୍ଟମେଣ୍ଟ ଚତୁଃପାର୍ଶ୍ବରେ ବିଭିନ୍ନ ପ୍ରକାର ଗଛ ଲଗା ଯାଇଛି । ଏହି ଦିନ ଟିରେ ସମସ୍ତ ମହିଳା ଦଳ ଏକାଠି ହୋଇ ଗଛ ଲଗାଇ ନିଜ ନିଜର ବକ୍ତବ୍ଯ ଦେଇ ସମସ୍ତ ପରିବେଶକୁ କିପରି ସୁନ୍ଦର ଓ ସଫା ରହିବ ତାରି ଉପରେ ଅଲୋଚନା କରିଥିଲେ। ବୃକ୍ଷ ର ଉପକାରିତା ଉପରେ ସମସ୍ତ ପିଲାମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପିଲାଙ୍କ ମଧ୍ୟରେ ଗଛ ଲଗାଇବା ପାଇଁ ସମସ୍ତେ ସମସ୍ତଙ୍କ ହାତ ବଢ଼ାଇଥିଲେ।