ମୋ ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

Aug 18, 2023 - 17:27
Aug 28, 2023 - 14:17
 4
ମୋ ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଭୁବନେଶ୍ୱର: ମୋ ବସ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ୱର ଚନ୍ଦକା ଥାନା ପାଞ୍ଚଗାଁ ପାଖରେ ମୋ ବସ୍‌ ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଅନ୍ଧାରୁଆ ଅଞ୍ଚଳର।