ଭୁବନେଶ୍ୱରରୁ ଉତକେଲାକୁ ବିମାନ ସେବା ଆରମ୍ଭ

Aug 31, 2023 - 15:33
 6
ଭୁବନେଶ୍ୱରରୁ ଉତକେଲାକୁ ବିମାନ ସେବା ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରରୁ କଳାହାଣ୍ଡି ଜିଲ୍ଲାର ଉତକେଲାକୁ ଉଡ଼ିଲା ବିମାନ। ଆଜି ଭୁବନେଶ୍ୱର ବିମାନବନ୍ଦରରୁ ଛାଡ଼ିଲା ପ୍ରଥମ ବିମାନ। ଏହି ସେବାକୁ ଭିଡିଓ କନ୍ଫରେନ୍ସିଂଗ ମାଧ୍ୟମରେ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଭୁବନେଶ୍ୱରରୁ ସୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।