ଓଡ଼ିଶା ଆଇନ୍ କମିଶନ ଗଠିତ

Dec 27, 2024 - 21:00
 39

ଭୁବନେଶ୍ୱର: ଗଠନ ହେଲା ଓଡ଼ିଶା ଆଇନ୍ କମିଶନ। ଜଷ୍ଟିସ ବିଶ୍ୱନାଥ ରଥ ହେଲେ ନବ ଗଠିତ କମିଶନ ଅଧ୍ୟକ୍ଷ। କମିଶନ ର ସଦସ୍ୟ ଅଛନ୍ତି ଆଡ୍ଭୋକେଟ୍ ପିତାମ୍ୱର ଆଚାର୍ଯ୍ୟ, ସୂର୍ଯ୍ୟ ପ୍ରକାଶ ମିଶ୍ର ଓ ସୌର ଚନ୍ଦ୍ର ମହାପାତ୍ର। ଏନେଇ ଆଇନ୍ ବିଭଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି।