ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ୍

Apr 4, 2024 - 16:27
 5

ପିପିଲି: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ନିକଟରେ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଛି। ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ଦେଖାଇ ୨୭୦ ଗ୍ରାମ ସୁନା ସହ ୬ କେଜି ରୂପା ଅଳଂକାର ଲୁଟି ନେଇଛନ୍ତି ୪ ଜଣ ଦୁର୍ବୃତ୍ତ। ଷ୍ଟେସନ୍ ବଜାରରେ ଥିବା ଦୋକାନ ବନ୍ଦ କରି ଫେରୁଥିବା ବେଳେ ଲୁଟ୍ ର ଶିକାର ହୋଇଥିଲେ ବ୍ୟବସାୟୀ।