ବିଧାନସଭା ଓ ଲୋକ ସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି

Apr 3, 2024 - 19:54
 64

ଭୁବନେଶ୍ୱର: ଆଜି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି। ତାଲିକା ଅନୁଯାୟୀ - -ବଣାଇ- ଭୀମସେନ ଚୌଧୁରୀ, ବାରିପଦା- ସାନନ୍ଦ ମାରାଣ୍ଡି -ତଳସରା- ବିଜୟ ଟପ୍ପୋ, ସୁନ୍ଦରଗଡ଼- ଯୋଗେଶ ସିଂହ -ବ୍ରଜରାଜନଗର-ଅଳକା ମହାନ୍ତି, ଝାରସୁଗୁଡ଼ା-ଦୀପାଳି ଦାସ -ରାଜଗାଙ୍ଗପୁର-ଅନୀଲ ବାର୍ଲା, ବଡ଼ସାହି- ଅନସୂୟା ପାତ୍ର -ଯଶୀପୁର- ଚକ୍ରଧର ହେମ୍ବ୍ରମ୍‌, ଉଦଳା- ଶ୍ରନାଥ ସୋରେନ୍‌ -ମୋରଡ଼ା-ପ୍ରୀତିନନ୍ଦା କାନୁନଗୋ, ସୋର- ମାଧବ ଧଡା -ଆଠମଲ୍ଲିକ- ନଳିନୀ ପ୍ରଧାନ, ବୀରମହାରାଜପୁର- ପଦ୍ମନାଭ ବେହେରା -ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ, ଫୁଲବାଣୀ- ଜୟଶ୍ରୀ କହଁର -ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା, ତିର୍ତ୍ତୋଲ- ରମାକାନ୍ତ ଭୋଇ -ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି, ଭୁବନେଶ୍ୱର ଉତ୍ତର- ସୁଶାନ୍ତ ରାଉତ -ଏକାମ୍ର- ଅଶୋକ ପଣ୍ଡା, ଖଲ୍ଲିକୋଟ- ସୂର୍ଯ୍ୟମଣି ବୈଦ୍ୟ -ଆସିକା- ମଞ୍ଜୁଳା ସ୍ୱାଇଁ, ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ -ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ, ମୋହନା-ଅନ୍ତର୍ଯ୍ୟାମୀ ଗମାଙ୍ଗୋ -ପଟାଙ୍ଗୀ- ପ୍ରଫୁଲ୍ଲ ପାଙ୍ଗୀ-ରାଜଗାଙ୍ଗପୁର-ଅନୀଲ ବରୱା -ଉଦଳା- ଶ୍ରୀନାଥ ସୋରେନ୍‌ -ମୋରଡ଼ା-ପ୍ରୀତିଲତା କାନୁନଗୋ। ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି- ବଲାଙ୍ଗୀର- ସୁରେନ୍ଦ୍ର ସିଂ ଭୋଇ ଭଦ୍ରକ- ମଞ୍ଜୁଲତା ମଣ୍ଡଳ ବରଗଡ- ପରିଣିତା ମିଶ୍ର ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର କେନ୍ଦୁଝର- ଧନଞ୍ଜୟ ସିନ୍ଧୁ।