ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର୍ ଓ ହେଲ୍ପର୍ ମୃତ

Apr 3, 2024 - 19:51
 10

ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍ । ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର୍ ଓ ହେଲ୍ପର୍ ଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଏନଏଚ-୧୬ ର ପଥରବନ୍ଧ ପାଖରେ ରାସ୍ତା ତଳକୁ ଓଲଟିଲା ଟ୍ରକ୍। ଟ୍ରକ୍ ଟି ଖଣ୍ଡ ବିଖଣ୍ଡିତ ହୋଇଯାଇଛି।