ଜିଲ୍ଲା ଦାୟିତ୍ବରେ ୨ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ

Dec 27, 2024 - 00:08
 59

ଭୁବନେଶ୍ୱର: ଓଡ଼ିଶାର ଦୁଇ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ବ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓଙ୍କୁ କଟକ ଓ ଜଗତସିଂହପୁର ଦାୟିତ୍ବ ମିଳିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କୁ ବାଲେଶ୍ବର ଓ ଭଦ୍ରକ ଦାୟିତ୍ବ ଦିଆଯାଇଛି। ସୁରେଶ ପୂଜାରୀ- ସୁନ୍ଦରଗଡ଼ ଓ ଦେବଗଡ଼, ରବି ନାଏକ- ସୋନପୁର ଓ ବଲାଙ୍ଗିର, ନିତ୍ୟାନନ୍ଦ ଗଣ୍ଡ- ମୟୂରଭଞ୍ଜ ଓ କେନ୍ଦୁଝର, କୃଷ୍ଣଚନ୍ଦ୍ର ପାତ୍ର- ଅନୁଗୁଳ ଓ ସମ୍ବଲପୁର, ପୃଥ୍ବୀରାଜ ହରିଚନ୍ଦନ- ଗଞ୍ଜାମ ଓ ଗଜପତି, ମୁକେଶ ମହାଲିଙ୍ଗ- ଝାରସୁଗୁଡ଼ା ଓ ବରଗଡ଼, ବିଭୂତି ଜେନା- ନବରଙ୍ଗପୁର ଓ ରାୟଗଡ଼ା, କୃଷ୍ଣ ମହାପାତ୍ର- କନ୍ଧମାଳ ଓ ବୌଦ୍ଧ, ଗଣେଶ ରାମ ସିଂ ଖୁଣ୍ଟିଆ- କଳାହାଣ୍ଡି ଓ ନୂଆପଡ଼ା, ସୂର୍ଯ୍ୟବଂଶୀ ସୂରଜ- ଯାଜପୁର ଓ କେନ୍ଦ୍ରାପଡ଼ା, ପ୍ରଦୀପ ବଳସାମନ୍ତ- ଖୋର୍ଦ୍ଧା ଓ ନୟାଗଡ଼, ଗୋକୁଳାନନ୍ଦ ମଲ୍ଲିକ- କୋରାପୁଟ ଓ ମାଲକାନଗିରି ସମ୍ପଦ ଚନ୍ଦ୍ର ସ୍ବାଇଁ- ଢେଙ୍କାନାଳ ଓ ପୁରୀ।